ଚୌକା_ଛକା_ମାରି_ସମ୍ପର୍କ_ମଜଭୁତ_କରନ୍ତୁ

ଚୌକା_ଛକା_ମାରି_ସମ୍ପର୍କ_ମଜଭୁତ_କରନ୍ତୁ: #ମୋଦି-ମେଲବର୍ଣ୍ଣରେ ଭାରତୀୟ ବଂଶୋଦ୍ଭବଙ୍କୁ ମୋଦିଙ୍କ ସମ୍ବୋଧନ-୧୨ ବର୍ଷ ଭିତରେ ତୃତୀୟ ଥର ଅଷ୍ଟ୍ରେଲିଆ ଗସ୍ତ ମୋ ପାଇଁ ହାଟ୍ରିକ୍‌-ଆପଣମାନଙ୍କ ପାଇଁ ହିଁ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ମଜଭୁତ-୧.୪ ବିଲିଅନ୍‌ ଲୋକଙ୍କ ଆଶା ଓ ଅକାଂକ୍ଷାକୁ ନେଇ ଆଗକୁ ବଢ଼ୁଛେ-ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି, ୩ୟ ବୃହତ୍ତ ଆର୍ଥିକ ବିକଶିତ ରାଷ୍ଟ୍ର ହେବୁ-ବୈଷୟିକ କ୍ଷେତ୍ରରେ ଭାରତର ଦ୍ରୁତ ବିକାଶ ସମ୍ଭବ ହୋଇଛି-5Gରେ ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ମାର୍କେଟ ହୋଇପାରିଛି-ମେଡ୍‌-ଇନ୍‌-ଇଣ୍ଡିଆ 6G ଟେକ୍ନୋଲୋଜି ପାଇଁ ଆଗକୁ ବଢ଼ୁଛୁ-ଅପରେସନ୍‌ ସିନ୍ଦୂର’ ସଫଳତା ନେଇ ଭାରତୀୟ ବଂଶୋଦ୍ଭବଙ୍କୁ କହିଲେ-ଆମେ ଟାର୍ଗେଟ୍‌ କରି ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ବଂସ କରିପାରିଲୁ-ମାତ୍ର ଏହି ହମ୍‌ଲାରେ ପ୍ରତିଧ୍ବନି ସାରା ବିଶ୍ବରେ ଦେଖିବାକୁ ମିଳିଛି-ସାରା ବିଶ୍ବ ଭାରତର ପ୍ରତିରକ୍ଷା ଶକ୍ତି ଓ ସାମର୍ଥ୍ୟକୁ ଦେଖି ପାରିଛି-ଚୌକା, ଛକା ମାରି ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜଭୁତ କରନ୍ତୁ l

Leave a Reply

Your email address will not be published. Required fields are marked *