ରଚିନ_ରବୀନ୍ଦ୍ର_ଏବଂ_ଇଶ୍‌_ସୋଦ୍ଧିଙ୍କୁ_ମୋଦିଙ୍କ_ପ୍ରଶଂସା

ରଚିନ_ରବୀନ୍ଦ୍ର_ଏବଂ_ଇଶ୍‌_ସୋଦ୍ଧିଙ୍କୁ_ମୋଦିଙ୍କ_ପ୍ରଶଂସା-ନ୍ୟୁଜିଲାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ-ଅକ୍‌ଲାଣ୍ଡରେ ହଜାର ହଜାର ଭାରତୀୟଙ୍କୁ ସମ୍ବୋଧନ-ନ୍ୟୁଜିଲାଣ୍ଡରେ ସବୁ ପ୍ରାନ୍ତରରେ ଥିବା ଭାରତୀୟଙ୍କ ପାଇଁ ସମ୍ପର୍କ ମଜଭୁତ’-ନ୍ୟୁଜିଲାଣ୍ଡ ଶାନ୍ତିପ୍ରିୟ, ସଂସ୍କୃତି ସମୃଦ୍ଧ ରାଷ୍ଟ୍ର-ଭାରତୀୟ ବଂଶୋଦ୍ଭବ କ୍ରିକେଟରଙ୍କୁ ନାମ ନେଇ ପ୍ରଶଂସା କଲେ-ରଚିନ ରବୀନ୍ଦ୍ର, ଇସ୍‌ ସୋଦ୍ଧିଙ୍କ ନାମ ନେଇ ପ୍ରଶଂସା ଅଜାଡ଼ି ଦେଲେ-ନ୍ୟୁଜିଲାଣ୍ଡ ଏପରି ଏକ ଦେଶ ଯେଉଁଠି ଅନେକ ଅଞ୍ଚଳ ଭାରତ ସହ ମିଶୁଛି-ନିଖିଲ ରବିଶଙ୍କର CEO ଓ ଆନନ୍ଦ ସତ୍ୟାନନ୍ଦ ଗଭର୍ଣ୍ଣର ଜେନେରାଲ ହୋଇଛନ୍ତି-ତେଣୁ ଏଥିରୁ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କ କେତେ ମଜଭୁତ ତାହା ପ୍ରତୀୟମାନ l

Leave a Reply

Your email address will not be published. Required fields are marked *