ଆଉ_ଜଣେ_IPSଙ୍କ_ଇସ୍ତଫା
ଆଉ_ଜଣେ_IPSଙ୍କ_ଇସ୍ତଫା-ଆଉ ଜଣେ ଓଡ଼ିଶା କ୍ୟାଡର୍ IPS ନିଜ ପଦରୁ ଦେଲେ ଇସ୍ତଫା-ଜଗମୋହନ ମୀନାଙ୍କ ପରେ ୨୦୨୫ ବ୍ୟାଚର IPS ସିଏ ରାମଦାସଙ୍କ ଇସ୍ତଫା-ସେ ବର୍ତ୍ତମାନ ହାଇଦ୍ରାବାଦ SVPNPA ରେ ଟ୍ରେନିଂ ନେଉଥିଲେ-ମହାରାଷ୍ଟ୍ରର ରାମଦାସଙ୍କୁ ନିକଟରେ ଓଡ଼ିଶା କ୍ୟାଡର IPS ନିଯୁକ୍ତି ଦିଆଯାଇଥିଲା-ଏବେ ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଥିବାରୁ କେଉଁଠି ଦାୟିତ୍ୱ ନିର୍ବାହ କରିନାହାନ୍ତି l
