ଡାକ୍ତରଙ୍କୁ_ବାନ୍ଧି_ଲୁଟିନେଲେ_ଦୁର୍ବୃତ୍ତ
ଡାକ୍ତରଙ୍କୁ_ବାନ୍ଧି_ଲୁଟିନେଲେ_ଦୁର୍ବୃତ୍ତ-କଳାହାଣ୍ଡିରେ ଡାକ୍ତରଙ୍କ ସରକାରୀ ବାସଭବନରେ ଡକାୟତି-ଡାକ୍ତର ଅଜିତ୍ ଦାସଙ୍କୁ ବାନ୍ଧି ଟଙ୍କା ଓ ଗହଣା ଲୁଟିନେଲେ ଦୁର୍ବୃତ୍ତ-ବିଳମ୍ବିତ ରାତିରେ ଘରେ ପଶି ଲୁଟିନେଲେ ୪ ଜଣ ଦୁର୍ବୃତ୍ତ -ଧର୍ମଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅଜିତ୍ ଦାସ-ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କଲା କଳାହାଣ୍ଡି ପୋଲିସ l
