ବାହାରିଲା_ନର୍ସିଂ_ସେମିଷ୍ଟର_ପାଇଁ_ନୋଟିଫିକେସନ୍
ବାହାରିଲା_ନର୍ସିଂ_ସେମିଷ୍ଟର_ପାଇଁ_ନୋଟିଫିକେସନ୍-ବାଲେଶ୍ବରରେ BSC ନର୍ସିଂ ପିଲାଙ୍କ ସେମିଷ୍ଟର ବିଳମ୍ବ ଘଟଣା-ହାଇଡ୍ରାମା ପରେ ବାହାରିଲା ୭ମ ସେମିଷ୍ଟର ପାଇଁ ନୋଟିଫିକେସନ୍-ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିଫିକେସନ ଜାରି-ଆସନ୍ତା ୧୪ ଓ ୧୫ ତାରିଖରେ ହେବ ୨୦୨୧-୨୨ର ଛାତ୍ରଛାତ୍ରୀଙ୍କ ପରୀକ୍ଷା-୨୦୨୨-୨୩ରେ ଆଡମିଶନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ୧୭ ଓ ୧୮ ତାରିଖରେ ହେବ-ସେମିଷ୍ଟର ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ର l
