ପୌରାଧ୍ୟକ୍ଷ_ପଦ_ପାଇଁ_ସଂରକ୍ଷଣ_ତାଲିକା_ପ୍ରକାଶ

#ପୌରାଧ୍ୟକ୍ଷ_ପଦ_ପାଇଁ_ସଂରକ୍ଷଣ_ତାଲିକା_ପ୍ରକାଶ-୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଖସଡ଼ା ତାଲିକା ପ୍ରକାଶ-ସଂରକ୍ଷଣ ସମ୍ପର୍କିତ ଖସଡ଼ା ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର-୧୫ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ଦେଇପାରିବେ ସାଧାରଣ ଲୋକ-ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯ୍ୟାଳୟରେ ଏହି ମତାମତ ଗ୍ରହଣ କରାଯିବ-୧୧ଟି ପୌରାଧ୍ୟକ୍ଷ ପଦ ଅନୁସୂଚିତ ଜାତି (ମହିଳା) ପାଇଁ ସଂରକ୍ଷିତ-୭ଟି ପଦ ଅନୁସୂଚିତ ଜାତି, ୭ଟି ପଦ ଅନୁସୂଚିତ ଜନଜାତି (ମହିଳା)-୪ଟି ପଦ ଅନୁସୂଚିତ ଜନଜାତି, ୪ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ-୨ଟି ପଦ ଅଣସଂରକ୍ଷିତ ବର୍ଗ ପାଇଁ ପ୍ରସ୍ତାବିତ ହୋଇଛି l

Leave a Reply

Your email address will not be published. Required fields are marked *