ସାର୍_ଗ୍ୟାରି_ସୋବର୍ସଙ୍କ_ପରଲୋକୱେଷ୍ଟ
ସାର୍_ଗ୍ୟାରି_ସୋବର୍ସଙ୍କ_ପରଲୋକୱେଷ୍ଟ ଇଣ୍ଡିଜ୍ର କିମ୍ବଦନ୍ତୀ ଅଲ୍-ରାଉଣ୍ଡର ସାର୍ ଗ୍ୟାରି ସୋବର୍ସଙ୍କ ପରଲୋକ…..ବାରବାଡୋସ୍ ସ୍ଥିତ ବାସଭବନରେ ୮୯ ବର୍ଷ ବୟସରେ ପରଲୋକ….ଇତିହାସର ସର୍ବଶ୍ରେଷ୍ଠ କ୍ରିକେଟର ଭାବେ ବେସ୍ ପରିଚିତ ଥିଲେ…..୧୯୫୪ରୁ ୧୯୭୪ ମଧ୍ୟରେ ୯୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି……୮,୦୩୨ ରନ୍ ସଂଗ୍ରହ କରିବା ସହ ୨୩୫ଟି ୱିକେଟ୍ ନେଇଥିଲେ…..ଫାଷ୍ଟ-କ୍ଲାସ୍ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ…..୬ଟି ଛକା ମାରିଥିବା ପ୍ରଥମ ବ୍ୟାଟର ଭାବରେ ମଧ୍ୟ ପରିଚିତ ଥିଲେ…… l
