ଧର୍ମେନ୍ଦ୍ରଙ୍କ_ଇସ୍ତଫା_ମନ୍ତବ୍ୟ_ଦୋହରାଇଲେ_ନବୀନ-
#ଧର୍ମେନ୍ଦ୍ରଙ୍କ_ଇସ୍ତଫା_ମନ୍ତବ୍ୟ_ଦୋହରାଇଲେ_ନବୀନ-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଇସ୍ତଫା ଦେବା ଉଚିତ ମନ୍ତବ୍ୟ ଦୋହରାଇଲେ ନବୀନ-ଦିଲ୍ଲୀରୁ ଭୁବନେଶ୍ବର ଫେରିବା ପରେ ରଖିଲେ ଏପରି ପ୍ରତିକ୍ରିୟା-‘ଗତକାଲି କହିସାରିଛି ଆନ୍ଦୋଳନ ସାରା ଦେଶରେ ଚାଲିଛି’-ଆମେ ଓଡ଼ିଶାରେ ବି ଆନ୍ଦୋଳନ କରୁଛୁ- ନବୀନ-‘ଆଗକୁ ବି ବିଜେଡି ଓଡ଼ିଶାରେ ଆନ୍ଦୋଳନ କରିବ’-‘କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଭାରତ ବର୍ଷର ସମସ୍ତେ ଚାହୁଁଛନ୍ତି’-‘କେବଳ ଦେଶ ନୁହେଁ ବିଦେଶରେ ବି ଆନ୍ଦୋଳନ ଦେଖିବାକୁ ମିଳିଛି’-‘ଛାତ୍ରମାନଙ୍କ ଉପରେ ପୋଲିସର ହିଂସାକାଣ୍ଡକୁ ନେଇ ସମସ୍ତେ ଚକିତ’-‘ସଂସଦର ବିରୋଧୀଦଳ ନେତା ଓ ଅନ୍ୟ ସିନିୟର ନେତାଙ୍କୁ ରଫ୍ ବ୍ୟବହାର ହୋଇଛି’-‘ପୋଲିସ ଯେଉଁଭଳି ରଫ୍ ବ୍ୟବହାର କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି’ l
