ଭିଜିଲାନ୍ସ_ଜାଲରେ_OAV ପ୍ରିନ୍ସପାଲ୍
ଭିଜିଲାନ୍ସ_ଜାଲରେ_OAV_ପ୍ରିନ୍ସପାଲ୍-ଭବାନୀପାଟଣା: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍ ସୀତାକାନ୍ତ ରଣା-ଥୁଆମୂଳ ରାମପୁର OAV ପ୍ରିନ୍ସପାଲ୍ ସୀତାକାନ୍ତ ରଣା-SHG ମହିଳାମାନଙ୍କ ବିଲ୍ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ-ଜୟପୁର ଭିଜିଲାନ୍ସ ଏସ୍ପିଙ୍କ ନେତୃତ୍ୱରେ ଧରିଲା ୪ ଜଣିଆ ଟିମ୍-ଭବାନୀପାଟଣା ବାସଭବନରେ ଭିଜିଲାନ୍ସ ଟିମ୍ର ଖାନ୍ତଲାସ l
