କମନୱେଲଥ୍ ଗେମ୍ସରେ ଇତିହାସ ରଚିଲେ ମୀରାବାଇ
କମନୱେଲଥ୍ ଗେମ୍ସରେ ଇତିହାସ ରଚିଲେ ମୀରାବାଇ,ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ ପଦକ……ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଷ୍ଟାର ଭାରୋତ୍ତୋଳକ ୩୧ ବର୍ଷୀୟା ସାଇଖୋମ୍ ମୀରାବାଈ ଚାନୁ ମହିଳା ୪୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି……ଶୁଭେଚ୍ଛା 💐💐💐l
