ଇଣ୍ଡିଆନ ଆଇଡଲ୍ ୧୬ର ବିଜେତା ହେଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ..

ଇଣ୍ଡିଆନ ଆଇଡଲ୍ ୧୬ର ବିଜେତା ହେଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ……ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ରିଅଲିଟି ଶୋ ‘ଇଣ୍ଡିଆନ ଆଇଡଲ୍ ୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ……ପ୍ରାୟ ୧୦ ମାସ ଧରି ଚାଲିଥିବା ଏହି ସିଜନର ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀ ତାଙ୍କ ସୁରିଲା କଣ୍ଠ …….ଶୁଭେଚ୍ଛା💐💐💐 l

Leave a Reply

Your email address will not be published. Required fields are marked *