ଫିଲ୍ମ_ଜୟ_ଜଗନ୍ନାଥକୁ_ଶଙ୍କରାଚାର୍ଯ୍ୟଙ୍କ_ବିରୋଧ

ଫିଲ୍ମ_ଜୟ_ଜଗନ୍ନାଥକୁ_ଶଙ୍କରାଚାର୍ଯ୍ୟଙ୍କ_ବିରୋଧ-ଆନିମେସିତ ‘ଜୟ ଜଗନ୍ନାଥ’ ଫିଲ୍ମ ରିଲିଜ୍‌ ଅନୁମତିକୁ ତୀବ୍ର ବିରୋଧ-ସୁପ୍ରିମକୋର୍ଟଙ୍କ ଅନୁମତିକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ତୀବ୍ର ବିରୋଧ-ଧର୍ମ ଓ ଧର୍ମୀୟ ପରମ୍ପରାରେ ନ୍ୟାୟପାଳିକାର ହସ୍ତକ୍ଷେପ ନେଇ ଉଠାଇଲେ ପ୍ରଶ୍ନ-ଧର୍ମ ଓ ଧର୍ମୀୟ ପରମ୍ପରା ନେଇ ନ୍ୟାୟପାଳିକା ନିର୍ଦ୍ଦେଶ ଦେଇପାରିବେନି କହିଲେ-‘ଏହା ଧାର୍ମିକ ଅନୁଷ୍ଠାନ ଓ ଆଧ୍ୟାତ୍ମିକ ଗୁରୁଙ୍କ ବିଚାରର ପ୍ରସଙ୍ଗ’-ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ପରେ ସାରା ଦେଶରେ ଏହାକୁ ନେଇ ବିତର୍କ-କାଲି ଆନିମେସିତ ଫିଲ୍ମ ‘ଜୟ ଜଗନ୍ନାଥ’କୁ ରିଲିଜ ଅନୁମତି ଦେଇଥିଲେ କୋର୍ଟ-ମହାପ୍ରଭୁଙ୍କ ଶାସ୍ତ୍ରୀୟ ପରମ୍ପରାକୁ କାର୍ଟୁନ କରାଯାଇଥିବାରୁ ଶ୍ରଦ୍ଧାଳୁ କ୍ଷୁବ୍ଧ-ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆନିମେସିତ ଫିଲ୍ମକୁ ବିରୋଧ କରିଥିଲା l

Leave a Reply

Your email address will not be published. Required fields are marked *