ପୋଲିସ ବାବୁଙ୍କୁ ୪ବର୍ଷ ଶ୍ରମସଜା
ପୋଲିସ_ବାବୁଙ୍କୁ_୪ବର୍ଷ_ସଶ୍ରମ_ସଜା-ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହେଲେ ପୋଲିସ ବାବୁ-ଭିଜିଲାନ୍ସ ଦ୍ୱାରା ଗିରଫ ପୂର୍ବତନ ASI ଅମିୟ ବେହେରା ଦୋଷୀ -ପୋଲିସ ବାବୁଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ଭିଜିଲାନ୍ସ କୋର୍ଟ -ଯାଜପୁର ଜେନାପୁର ଥାନାରେ ଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ-ମାମଲାର ସମାଧାନ ପାଇଁ ଜଣଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହୋଇଥିଲେ l
