ଜେନ୍‌ ଜି ଙ୍କୁ କିଛି ଭ୍ରମିତ କରୁଛନ୍ତି: ଧର୍ମେନ୍ଦ୍ର

-GM ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଜେନ୍‌-ଜି ପ୍ରସଙ୍ଗ ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ
-ମୁଁ ଆଜି ଜେନ୍‌-ଜିରେ ଭାରି ପୀଡ଼ିତ ହୋଇଛି
-ଅଭିଭାବକ ଭାବେ ନୂଆ ପିଢ଼ିଙ୍କୁ ବୁଝିବାକୁ ଆରମ୍ଭ କରିଛି
-ଜେନ୍‌-ଜିଙ୍କୁ କିଛି ଲୋକ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି
-୨୦ କୋଟିର ଏବେ ନୂଆ ପିଲା, ସେମାନଙ୍କ ଉପରେ ଦେଶ ନିର୍ଭରଶୀଳ

Leave a Reply

Your email address will not be published. Required fields are marked *