ଘରେ ଘରେ ତ୍ରିରଙ୍ଗା_ଅଭିଯାନ

-ରାଜ୍ୟବ୍ୟାପୀ ଆୟୋଜିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ
-ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତ୍ରିରଙ୍ଗା ଅଭିଯାନ
-ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଅନୁଦାନ
-ଦେଶ ମାତୃକାର ବନ୍ଦନାରେ ଓଡ଼ିଶାବାସୀ ସାମିଲ ହେବା ପାଇଁ ଆହ୍ବାନ
-ତ୍ରିରଙ୍ଗା ଆମ ପରିଚୟ ଓ ଆମ ସ୍ୱାଭିମାନ କହିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ

Leave a Reply

Your email address will not be published. Required fields are marked *