ହର୍ମୁଜ_ଖୋଲିଲେ_ଯୁଦ୍ଧ_ବନ୍ଦ_କରିବ_ଆମେରିକା
ହର୍ମୁଜ_ଖୋଲିଲେ_ଯୁଦ୍ଧ_ବନ୍ଦ_କରିବ_ଆମେରିକା -ଇରାନ ସହ ଯୁଦ୍ଧ ବନ୍ଦ ଘୋଷଣା କରିବାକୁ ଟ୍ରମ୍ପ ପ୍ରସ୍ତୁତ ଥିବା ସୂଚନା-ବିନା ନ୍ୟୁକ୍ଲିୟର ଡିଲ୍ରେ ଯୁଦ୍ଧର ଅନ୍ତ ଘଟାଇପାରେ ଆମେରିକା-ଯଦି ଇରାନ୍ ହର୍ମୁଜ ଖୋଲା ରଖେ ତେବେ ଯୁଦ୍ଧ ବନ୍ଦ କରିପାରେ ଆମେରିକା-ହର୍ମୁଜ ଖୋଲା ରଖିଲେ ବିନା ନ୍ୟୁକ୍ଲିୟର ଡିଲ୍ରେ ଯୁଦ୍ଧ ବନ୍ଦ ଘୋଷଣା ହୋଇପାରେ-ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ନୂଆ ସର୍ତ୍ତ ରଖିଛନ୍ତି ଟ୍ରମ୍ପ-କିନ୍ତୁ ହର୍ମୁଜ ଖୋଲିବାକୁ ଇରାନ୍ ମୋଟା ଅଙ୍କର ଟଙ୍କା ମାଗୁଥିବା ରିପୋର୍ଟରେ ପ୍ରକାଶ l
