ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ ହେଉଛି…….ଉକ୍ତ ଟେଷ୍ଟ ଶୃଙ୍ଖଳା ଲାଗି ଦଳରେ ସ୍ଥାନ ପାଇଥିବା ବ୍ୟାଟ୍‌ସମ୍ୟାନ ସାଇ ସୁଦର୍ଶନ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି……..ତାଙ୍କ ସ୍ଥାନରେ ମୁମ୍ବଇର ଡାହାଣହାତୀ ବ୍ୟାଟ୍‌ସମ୍ୟାନ ସର୍ଫରାଜ ଖାନଙ୍କୁ ସାମିଲ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି…….ସର୍ଫରାଜ ୬ଟି ଟେ‌ଷ୍ଟ ମ୍ୟାଚ ଖେଳି ୧୧ଟି ଇନିଂସରୁ ୩୭.୧୦ ଆଭରେଜରେ ୩୭୧ରନ କରିଛନ୍ତି……..

Leave a Reply

Your email address will not be published. Required fields are marked *