୧୩୨୬_ଜଣଙ୍କୁ_ନିଯୁକ୍ତି_ପତ୍ର_ଦେଲେ_ମୁଖ୍ୟମନ୍ତ୍ରୀ

୧୩୨୬_ଜଣଙ୍କୁ_ନିଯୁକ୍ତି_ପତ୍ର_ଦେଲେ_ମୁଖ୍ୟମନ୍ତ୍ରୀ-ଭୁବନେଶ୍ବରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା-୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ-ନୂଆ ଚୟନିତ ୯ ବିଭାଗର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ-ଏହି ନିଯୁକ୍ତି ପ୍ରଶାସନକୁ ଆହୁରି ସଶକ୍ତ କରିବ କହିଲେ ମୁଖ୍ୟମନ୍ତ୍ରୀ-ମୋଟ୍ ୧୬ଟି ନିଯୁକ୍ତି ମେଳାରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ଦେଇଛୁ l

Leave a Reply

Your email address will not be published. Required fields are marked *