ଚାଷୀଙ୍କ_ପାଖକୁ_ଯିବେ_ଅଧିକାରୀ
ଚାଷୀଙ୍କ_ପାଖକୁ_ଯିବେ_ଅଧିକାରୀ-ଆଧାରକାର୍ଡ଼ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟ ପତ୍ର-ଏଗ୍ରିଷ୍ଟେକ ID ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର-ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟେକ ID-ସମବାୟ ସଂସ୍ଥାକୁ ଆସିନପାରିଲେ ଚାଷୀଙ୍କ ପାଖକୁ ଯିବେ ଅଧିକାରୀ-ID ଜେନେରେଟ ହେଲେ ଚାଷୀଙ୍କୁ ମିଳିବ ପରିଚୟ ପତ୍ର-ବିଦେଶରେ ଥିବା ଚାଷୀ କରିପାରିବେ ପଞ୍ଜିକରଣ ଏବଂ EYE ସ୍କାନ-ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା l
