ବରିଷ୍ଠ ଆଇନଜୀବୀ ପୀତବାସ ନାୟକଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ମୃତିଚାରଣ ସଭା

ପୁରୀ: ୯/୮: ସ୍ଥାନୀୟ ଏଚ୍ ଆର ଲଜ ପରିସରରେ ବରିଷ୍ଠ ଆଇନଜୀବୀ ପୀତବାସ ନାୟକଙ୍କ ୧୬ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତିଚାରଣ ସଭା ପୁରୀ ଜିଲ୍ଲା ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ରାୟଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାକୁ ପୁରୀ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଉଦ୍ଘାଟନ କରିଥିଲେ। ଆଇନଜୀବୀ ମନୋଜ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ମନୋଜ ପଟ୍ଟନାୟକ, ପ୍ରଦୀପ କୁମାର

ଜେନା, ଶିବ ଶଙ୍କର ନାୟକ, ମୋନାଲିସା ମିଶ୍ର, ନୀଳିମା ମିଶ୍ର, ପ୍ରିୟବ୍ରତ ନାୟକ, ରମେଶ ଚନ୍ଦ୍ର ସିଂ, କାହ୍ନୁ ଚରଣ ଜେନା, ବାକାଶ ଶତପଥୀ, ବିପିନ ବିହାରୀ ଦଳାଇ, ଅଶୋକ ସାମନ୍ତରାୟ, ସୁଦୀପ ଜେନା, ଶୁଭେନ୍ଦୁ ଦାଶ, souvik ସେନ, ବିପୁଲ ପ୍ରଧାନ ଟିକିନା ସେନାପତି, ପ୍ରମୋଦ କୁମାର ପ୍ରଧାନ, ରଞ୍ଜିତା ମହାନ୍ତି ଏବଂ ଗୁରୁ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *