ଦୁଇ ଥର ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍ ୨୦୨୭
ଦୁଇ ଥର ଚମ୍ପିଆନ୍ ୱେଷ୍ଟଇଣ୍ଡିଜ୍ ୨୦୨୭ ଦିନିକିଆ ବିଶ୍ବକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରି ପାରିନାହିଁ…….ପୁଣିଥରେ ୱେଷ୍ଟଇଣ୍ଡିଜ୍କୁ ଯୋଗ୍ୟତା ପର୍ଯ୍ୟାୟ ଖେଳି ଦିନିକିଆ ବିଶ୍ବକପ୍ରେ ସ୍ଥାନ ନିଶ୍ଚିତ କରିବାକୁ ପଡ଼ିବ…….ଶୁକ୍ରବାର ଘରୋଇ ଆୟରଲାଣ୍ଡକୁ ୨ୟ ଦିନିକିଆରେ ଆଫ୍ଗାନିସ୍ତାନ ୯୨ ରନ୍ରେ ପରାସ୍ତ କରିବା ପରେ ୱେଷ୍ଟଇଣ୍ଡିଜ୍ ୨୦୨୭ ଦିନିକିଆ ବିଶ୍ବକପ୍ ପାଇଁ ସିଧାସଳଖ ଯୋଗ୍ୟତାରୁ ବଞ୍ଚିତ ହୋଇଛି…….ଆଫ୍ଗାନିସ୍ତାନ ବିଶ୍ବକପ୍ରେ ସିଧାସଳଖ ସ୍ଥାନ ନିଶ୍ଚିତ କରିପାରିଛି….. l
