ଆଗ୍ରିଷ୍ଟାକ୍ପାଇଁ ଟୋକନ୍ ବନ୍ଦହେବନି: ମନ୍ତ୍ରୀ
-‘ଆଗ୍ରିଷ୍ଟାକ୍’ ପାଇଁ କୌଣସି ଚାଷୀଙ୍କର ଟୋକନ୍ ବନ୍ଦ ହେବନି
-ଏନେଇ ସ୍ପଷ୍ଟ କଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର
-‘ଆଗ୍ରିଷ୍ଟାକ୍’ କଲା ପରେ ଟୋକନ୍ ମିଳିବା ଲେଖା ଫର୍ମରୁ କାଲିଠୁ ଉଠିଯିବ
-ପଞ୍ଜୀକରଣ କରୁଥିବା ସମସ୍ତ ଚାଷୀଙ୍କୁ ଟୋକନ୍ ଦେବେ ସରକାର
-ପଶ୍ଚିମ ଓଡ଼ିଶାର ବିଧାୟକ ପ୍ରତିବାଦ କରିବା ପରେ ମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ
