NH_ଉପରେ ଓକିଲଙ୍କୁ ଭୁଜାଲି_ମାଡ଼

-ଜଳେଶ୍ୱରରେ ଜାତୀୟ ରାଜପଥ ଉପରେ ଓକିଲଙ୍କୁ ଭୁଜାଲି ମାଡ଼
-କୋର୍ଟରୁ ଫେରିବା ବେଳେ ଓକିଲ ସିଦ୍ଧାର୍ଥ ଦାସଙ୍କୁ ଭୁଜାଲି ମାଡ଼
-NH-୧୬ ଶାନ୍ତିଆ ନିକଟରେ ଭୁଜାଲି ମାଡ଼ କଲେ ଦୁର୍ବୃତ୍ତ
-ଓକିଲଙ୍କ ଡାହାଣ ପାଖ ଓ ଦୁଇ ପାପୁଲିରେ ଗଭୀର କ୍ଷତ
-ଗୁରୁତର ଓକିଲ ଜଳେଶ୍ୱର ହସ୍ପିଟାଲରେ ଚିକିତ୍ସାଧୀନ
-ଆକ୍ରମଣର କାରଣ ଅସ୍ପଷ୍ଟ, ଜଳେଶ୍ୱର ପୋଲିସର ତଦନ୍ତ

Leave a Reply

Your email address will not be published. Required fields are marked *