ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି l ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ **ପ୍ରଣବ ପଟ୍ଟନାୟକଙ୍କୁ** ତାଙ୍କ ପୁରୀସ୍ଥିତ ଷ୍ଟୁଡିଓରେ ଏକ ସୁନ୍ଦର ବାଲୁକା ଆନିମେସନ୍ ମାଧ୍ୟମରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ମାତ୍ର **ଏକ ଘଣ୍ଟା** ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବାଲୁକା ଆନିମେସନ୍ ମାଧ୍ୟମରେ ମାନସ ସାହୁ ପ୍ରଣବ ପଟ୍ଟନାୟକଙ୍କ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ଅବଦାନ ଓ ଅମର ସ୍ମୃତିକୁ ସମ୍ମାନ ଜଣାଇଛନ୍ତି।ତାଙ୍କର ସୁମଧୁର କଣ୍ଠ ନିରବ ହୋଇଯାଇଥିଲେ ମଧ୍ୟ, ତାଙ୍କ ସଙ୍ଗୀତ ସଦା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅମର ହୋଇ ରହିବ।**ଓଁ ଶାନ୍ତି।

Leave a Reply

Your email address will not be published. Required fields are marked *