ନାଉଗାଁ_SRAଙ୍କ_ଘରେ_ଭିଜିଲାନ୍ସ_ରେଡ୍
#ନାଉଗାଁ_SRAଙ୍କ_ଘରେ_ଭିଜିଲାନ୍ସ_ରେଡ୍-ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍-ପୈତୃକ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍-ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟ ସମୟରେ ୩.୦୨ କୋଟିର ଦୁର୍ନୀତିରେ ସମ୍ପୃକ୍ତି-ଅଗଷ୍ଟ ୧୨ରେ ଭଞ୍ଜକିଶୋରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ
