PUCC_ବୀମା_ନଥିଲେ_ଧରିବ_ଇ_ଡିଟେକ୍ସନ
#PUCC_ବୀମା_ନଥିଲେ_ଧରିବ_ଇ_ଡିଟେକ୍ସନ
-ବୈଧ PUCC ଓ ବୀମା ଦସ୍ତାବିଜ୍ ରଖିବା ବାଧ୍ୟତାମୂଳକ
-ସର୍ବସାଧାରଣ ରାସ୍ତାରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ପାଇଁ ପରାମର୍ଶ
-ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସାଧାରଣ ଲୋକଙ୍କୁ ସୂଚନା
-ଦସ୍ତାବିଜ ବିନା ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଚିହ୍ନଟ ହେବେ
-ଇଲେକ୍ଟ୍ରୋନିକ୍ ପଦ୍ଧତିରେ ଚିହ୍ନଟ କରିବ ଇ-ଡିଟେକ୍ସନ ବ୍ୟବସ୍ଥା
-ଇ-ଡିଟେକ୍ସନ ବ୍ୟବସ୍ଥାରେ ଧରାପଡ଼ିବା ପରେ ଜାରି ହେବ ଇ-ଚାଲାଣ
-ସେପ୍ଟେମ୍ବର ୧ ତାରିଖରୁ ଇ-ଡିଟେକ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ
