ମହାପ୍ରଭୁଙ୍କ_ଦର୍ଶନ_ବନ୍ଦ
#ଆସନ୍ତାକାଲି_ମହାପ୍ରଭୁଙ୍କ_ଦର୍ଶନ_ବନ୍ଦ-ଆସନ୍ତାକାଲି ସାଢ଼େ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ-ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଦର୍ଶନ ବନ୍ଦ-ଶ୍ରୀବିଗ୍ରହଙ୍କ ରାହୁରେଖାଲାଗି ନୀତି ପାଇଁ ଦର୍ଶନ ବନ୍ଦ-ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ନୀତି
