ପରବର୍ତ୍ତୀ_ସୂଚନା_ଯାଏଁ_ଗଣତି_ମଣତି_ସ୍ଥଗିତ
#ପରବର୍ତ୍ତୀ_ସୂଚନା_ଯାଏଁ_ଗଣତି_ମଣତି_ସ୍ଥଗିତ-ପରବର୍ତ୍ତୀ ସୂଚନା ଯାଏଁ ସ୍ଥଗିତ ରହିଲା ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା-ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ-ଆଜି ୮ ଘଣ୍ଟା ୨୩ ମିନିଟ୍ ଭିତର ରତ୍ନଭଣ୍ଡାର ଗଣତି ମଣତି ହୋଇଛି-ଆହୁରି କେତେ ଦିନ ଗଣତି ମଣତି ହେବ କହି ହେବନି-୧୯୭୮ ମସିହାର ତାଲିକା ସହ ସବୁ ମେଳକ ହେଉଛି-ଠାକୁରଙ୍କ ନୀତି ବହୁଳତା ଯୋଗୁଁ ଏବେ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ
