ଉଚ୍ଚ_ଶିକ୍ଷା_ପାଇଁ_ବିଦେଶ_ଯିବେ_SC_ST_ପିଲା
#ଉଚ୍ଚ_ଶିକ୍ଷା_ପାଇଁ_ବିଦେଶ_ଯିବେ_SC_ST_ପିଲା-ଗରିବ ମେଧାବୀ SC/ST ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର-ସ୍ନାତକୋତ୍ତର ଓ Ph.D ପାଇଁ ବିଦେଶ ପଠାଯିବ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ-ବିଦେଶର ଶ୍ରେଷ୍ଠ ୨୦୦ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ିବେ-ବାର୍ଷିକ ପରିବାର ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଥିବା ଛାତ୍ରଛାତ୍ରୀ ସୁବିଧା ପାଇବେ-ଏହି ଯୋଜନା ଅଧୀନରେ ମୋଟ ୫୦ SC/ST ପିଲା ସୁଯୋଗ ପାଇବେ
