ଡିଜିପି_ଚୟନ_ପାଇଁ_ଆଜି_ସୁପ୍ରିମକୋର୍ଟଙ୍କ_ରାୟ

#ଡିଜିପି_ଚୟନ_ପାଇଁ_ଆଜି_ସୁପ୍ରିମକୋର୍ଟଙ୍କ_ରାୟ-ଆଜି ପୋଲିସ ମହାନିର୍ଦ୍ଦେଶକ ଚୟନ ନେଇ ସୁପ୍ରିମକୋର୍ଟଙ୍କ ରାୟ-ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଦାଖଲ ପିଆଇଏଲ୍‌ର ହେବ ଶୁଣାଣି-ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଜନସ୍ୱାର୍ଥ ମାମଲା ଦାୟର-ଗତ ଅଗଷ୍ଟ ୧୮ରେ ନିଜର ପକ୍ଷ ରଖି ସାରିଛନ୍ତି ରାଜ୍ୟ ସରକାର-ଆଜି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଚୂଡ଼ାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ-ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନ-ଖୁବ୍‌ଶୀଘ୍ର ନୂଆ ଡିଜିପିଙ୍କ ନାଁ ଘୋଷଣା ନେଇ ଚର୍ଚ୍ଚା ଜୋରଦାର

Leave a Reply

Your email address will not be published. Required fields are marked *