କ୍ରାସ୍_ହେଲା_ସେୟାର_ମାର୍କେଟ୍

#କ୍ରାସ୍_ହେଲା_ସେୟାର_ମାର୍କେଟ୍-ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ସେୟାର ମାର୍କେଟ୍ କ୍ରାସ୍ -୭୦୦ ପଏଣ୍ଟ ହ୍ରାସ ପାଇ ୭୬୩୯୭.୨୪ ପଏଣ୍ଟରେ ସେନସେକ୍ସ-୨୦୩ ପଏଣ୍ଟ ହ୍ରାସ ପାଇବା ସହ ୨୩୮୫୨ ପଏଣ୍ଟରେ ନିଫ୍‌ଟି-ଅଶୋଧିତ ତୈଳ ଦର ୨% ବୃଦ୍ଧିରୁ ସେୟାର ମାର୍କେଟ୍ କ୍ରାସ୍-ଇରାନ ଉପରେ ଆମେରିକାର ଆକ୍ରମଣ ପରେ ତୈଳ ଦର ବୃଦ୍ଧି

Leave a Reply

Your email address will not be published. Required fields are marked *