୨୨ରୁ_ବିଧାନସଭା_ମୌସୁମୀ_ଅଧିବେଶନ

#୨୨ରୁ_ବିଧାନସଭା_ମୌସୁମୀ_ଅଧିବେଶନ- ଆସନ୍ତା ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ- ୨୧ ତାରିଖରେ ବସିବ ସର୍ବଦଳୀୟ ବୈଠକ- ଅପରାହ୍ନରେ ବସିବ ବିଜେପି ବିଧାୟକ ଦଳ ବୈଠକ- ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସର୍ବଦଳୀୟ ବୈଠକରେ ଆଲୋଚନା- ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର- ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା

Leave a Reply

Your email address will not be published. Required fields are marked *