୩_ସାଂସଦଙ୍କ_ଚିଠି_ପ୍ରସଙ୍ଗରେ_ଉତ୍ତର_ରଖିଲେ_ପୂର୍ତ୍ତ_ମନ୍ତ୍ରୀ
#୩_ସାଂସଦଙ୍କ_ଚିଠି_ପ୍ରସଙ୍ଗରେ_ଉତ୍ତର_ରଖିଲେ_ପୂର୍ତ୍ତ_ମନ୍ତ୍ରୀ-ସାଂସଦମାନଙ୍କ ଚିଠିକୁ ନେଇ ପୂର୍ତ୍ତ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ-ବୈଠକ ପରେ ପ୍ରତିକ୍ରିୟା ରଖିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ-ବ୍ରହ୍ମପୁର ସାଂସଦ ଯେଉଁ ପ୍ରକଲ୍ପ କଥା କହିଛନ୍ତି ତାହା ବିଳମ୍ବ ହୋଇନି,କାମ ଚାଲିଛି-ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ଛକ ପାଖରେ ନିର୍ମାଣ ପାଇଁ ବାଧା ହେଉଥିଲା-ଯେଉଁ ଗତିରେ କାମ ଚାଲିବା କଥା ଚାଲିଛି-କ୍ୱାଲିଟି ପରୀକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି-ବଲାଙ୍ଗିର ସାଂସଦଙ୍କ ଚିଠିକୁ ନେଇ ବି ଆଲୋଚନା ହୋଇଛି-ଜନବସତି କାରଣରୁ ବାଇପାସ୍ କରିବାକୁ ପଡୁଛି-ସେଥିପାଇଁ ବିଳମ୍ବ ହେଉଥିବାରୁ ସାମାନ୍ୟ ବିଳମ୍ବ ହୋଇଛି-ଭେହିକିଲ ଅଣ୍ଡର ପାସ ପାଇଁ ନବରଙ୍ଗପୁର ସାଂସଦ ଲେଖିଥିଲେ, ବିଚାର ଚାଲିଛି-କାମର ଅଗ୍ରଗତି ନେଇ କମ୍ପ୍ଲାଏନ୍ସ ରିପୋର୍ଟ ସାଂସଦମାନଙ୍କୁ ଦିଆଯିବ-କାମର ଅଗ୍ରଗତି ନେଇ ପ୍ରତିନିଧିଙ୍କୁ ଜଣାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ରହିଛି
