ମଧ୍ୟପ୍ରଦେଶ_ଟ୍ରାଜେଡି_ପାଇଁ_ପ୍ରଧାନମନ୍ତ୍ରୀଙ୍କ_ଅନୁକମ୍ପା_ଘୋଷଣା
#ମଧ୍ୟପ୍ରଦେଶ_ଟ୍ରାଜେଡି_ପାଇଁ_ପ୍ରଧାନମନ୍ତ୍ରୀଙ୍କ_ଅନୁକମ୍ପା_ଘୋଷଣା- ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ ଘଟଣା – ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ- ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଅନୁକମ୍ପା ରାଶି ଘୋଷଣା କଲେ ପିଏମ୍ – ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା – ଆହତଙ୍କ ପରିବାରକୁ ୫୦ ହଜାର ଅନୁକମ୍ପା ରାଶି ଘୋଷଣା l
