ରୁଷ_ଓ_ଭାରତ_ତେଲ_କାରବାର_ବନ୍ଦ_ହେଲେ_ଅଟକିବ_ଯୁଦ୍ଧ

#ରୁଷ_ଓ_ଭାରତ_ତେଲ_କାରବାର_ବନ୍ଦ_ହେଲେ_ଅଟକିବ_ଯୁଦ୍ଧ -ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷର ପ୍ରମୁଖ ଆର୍ଥିକ ଉତ୍ସ ଭାରତ, ଚୀନ୍ ଓ ତୁର୍କୀ ସହ ଚାଲିଥିବା ତେଲ ବାଣିଜ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି-”ୱାଲ୍ ଷ୍ଟ୍ରିଟ୍ ଜର୍ନାଲ”କୁ ଦେଇଥିବା ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି ଯେ, ରୁଷ ନିଜର ଆର୍ଥିକ ସ୍ଥିତି ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତ, ଚୀନ୍ ଓ ତୁର୍କୀ ଉପରେ ନିର୍ଭରଶୀଳ-ଯଦି ଏହି ଦେଶଗୁଡ଼ିକ ରୁଷ ସହ ତେଲ କାରବାର ବନ୍ଦ କରିଦିଅନ୍ତି, ତେବେ ମସ୍କୋ ଯୁଦ୍ଧ ଜାରି ରଖିବାକୁ ଅସମର୍ଥ ହେବ l

Leave a Reply

Your email address will not be published. Required fields are marked *