ରାୟଗଡ ଓ୍ବାକର୍ସ କ୍ଲବ୍ ଦ୍ବାରା ନେହେରୁଙ୍କ ଜନ୍ମ ଦିବସ ପାଳିତ
ଅଦ୍ୟ ତା ୧୪.୧୧.୨୦୨୬ ରିଖ ପୂର୍ବାହ୍ନ ୭ ଘଟିକା ସମୟରେ ରାୟଗଡ ପ୍ରେମ ପାହାଡସ୍ଥ ଓ୍ବାକର୍ସ କ୍ଲବର କମୁନିଟ ହଲରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୮ ତମ ଜନ୍ମ ଦିବସ ମହା ସମାରୋହରେ ପାଳନ କରା ଯାଇଥିଲା । କ୍ଲବର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକ,ସଂପାଦକ ଶ୍ରୀ ମନ୍ମଥ ତୁଳ,ଆଇ.ପି.ପି.ଶ୍ରୀ ଦାଶରଥି ରାଜଗୁରୁ,ସଭାପତି (ଇଲେକ୍ଟ) ଶ୍ରୀ ଜଳନ୍ଧର ପୁଷିକା,ପି.ଆର.ଓ–୨ ଶ୍ରୀ ତ୍ରିପତି ପଣ୍ଡା ,ଏ.ଭି.ପି.ଶ୍ରୀ ଅଭିମନ୍ୟୁ ନାୟକ,ଆଞ୍ଚଳିକ ସଂଯୋଜକ ଶ୍ରୀ ଟି.ଜୟରାମ,ଡେପୁଟି ଡି.ଜି. ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ,ପୂର୍ବତନ ସଭାପତି ଶ୍ରୀ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି,ଉପ–ସଭାପତି ଶ୍ରୀ ରୁଦ୍ର ପ୍ରସାଦ ଚୌଧୁରୀ,ସଦସ୍ୟ ଶ୍ରୀ ବଳରାମ ଚୌଧୁରୀ,ସଦସ୍ୟ ସତ୍ୟରାମ ହୋତା,ସଦସ୍ୟ ଶ୍ରୀ ମାଙ୍ଗେଲାଲ ଜୈନ,କୋଷାଧ୍ୟକ୍ଷ (ଇଲେକ୍ଟ) ଶ୍ରୀ ରାମଚନ୍ଦ୍ରୁଡୁ ସାହୁକାର,ସଂପାଦକ (ଇଲେକ୍ଟ) ଶ୍ରୀ ଆନନ୍ଦ ଚନ୍ଦ୍ର ସେନାପତି,ଯୁଗ୍ମ-ସଂପାଦକ (ଇଲେକ୍ଟ) ଶ୍ରୀ ଏଚ୍.ହରି ପ୍ରସାଦ,ସଦସ୍ୟ ଶ୍ରୀ କୁମୁଦ ଚନ୍ଦ୍ର ସାମନ୍ତରାୟ,ସଦସ୍ୟ ଅଶୋକ କୁମାର ପାଢୀ,ସଦସ୍ୟ ଶ୍ରୀ ପୀତବାସ ସାହୁ, ସଦସ୍ୟ ଶ୍ରୀ ଗଉରି ପାତ୍ର ପ୍ରମୁଖ ଉପସ୍ଥିତ ହୋଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
