ଓଡ଼ିଶାରେ_ପ୍ରବଳରୁ_ଅତି_ପ୍ରବଳ_ବର୍ଷା

#ଓଡ଼ିଶାରେ_ପ୍ରବଳରୁ_ଅତି_ପ୍ରବଳ_ବର୍ଷା: IMD-ବାତ୍ୟା ଓଡ଼ିଶା ମୁହାଁ ନେଇ ସ୍ପଷ୍ଟ କଲେ IMD ଡିଜି-ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା-ନରସାପୁର ଓ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା-ବିଶେଷକରି କଳିଙ୍ଗପତନମ ଓ ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍‌-ଆଉ ଅଧିକ ତୀବ୍ର ହେବାର କୌଣସି ସମ୍ଭାବନା ନାହିଁ-୧୯, ୨୦ରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ-ଦକ୍ଷିଣ ଓଡ଼ିଶାର କିଛି ଜିଳ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ-୨୦ରୁ ୩୦ ସେମି ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ-ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀରେ ଅତ୍ୟନ୍ତ ପ୍ରବଳ ବର୍ଷିପାରେ-୧୯ରେ ଦକ୍ଷିଣ ଓଡ଼ିଶାରେ ସବୁଠାରୁ ବେଶୀ ବର୍ଷା ହେବ-ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ବି ରହିଛି-ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ମଧ୍ୟ ବର୍ଷାର ପ୍ରଭାବ ରହିବ-୨୦ ତାରିଖରେ ଲ୍ୟାଣ୍ଡଫଲ୍‌ ପରେ ଶୀଘ୍ର ଦୁର୍ବଳ ହୋଇପାରେ-ପବନର ବେଗ ୭୦ରୁ ୮୦ କିମି, ଝଟକା ପବନ ୯୦ କିମି ରହିବ-ଲ୍ୟାଣ୍ଡଫଲ ପରେ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କରିବ

Leave a Reply

Your email address will not be published. Required fields are marked *