୩ ଦିନିଆ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ଆସିକା:- ବୁଗୁଡା ନିକଟ ବେତାର ସିଂ ଗ୍ରାମରେ ୩ଦିନଧରି ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ନବ କୁଣ୍ଡିଆ ଗାୟତ୍ରୀ ମହାଯଜ୍ଞ ୨୩/୨ସକାଳ ୯ଟାରେକଳସ ଯାତ୍ରା ଓ ସନ୍ଧ୍ୟା ୭ଟାରେ ପ୍ରବଚନ,୨୪/୨ରେସକାଳ୯ଟାରେ ଯଜ୍ଞ ଆରମ୍ଭ,୧୦ଟା ରକ୍ତ ଦାନ ଶିବିର ଓ ସନ୍ଧ୍ୟା ରେ ପ୍ରବଚନ ୨୫/ରେ ଯଜ୍ଞ ପୂର୍ଣ୍ଣାହୂତି,ଏହାର ନେତୃତ୍ବ ନେଇଥିଲେ ପ୍ରବଚକ ଶ୍ରୀ ମୀନକେତନ ବାବୁ, ଆସିକା ଶାଖା ପ୍ରମୁଖ ଶ୍ରୀ ସନାତନ ଜେନା, ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶ୍ରୀ ତ୍ରୀନାଥ ସେଠୀ, ଗଜପତି, ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟକ୍ତି, ଶ୍ରୀ ଶସାଙ୍କ ମହାରଣା ଗ୍ରାମ ରସମସ୍ତ ବ୍ୟକ୍ତି ଙ୍କ ତତ୍ତ୍ଵାବଧାନରେ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ।
ରିପୋର୍ଟ- ରଞ୍ଜନ କୁମାର ରାଉତ, ଆସିକା।
