ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ।


ଭଦ୍ରକ : ୨୭/୭: ଭଦ୍ରକରେ ଶିଳ୍ପ କିନ୍ତୁ ବିଦେଶର ଲାଭ l ସ୍ଥାନୀୟ ଯୁବକ ବେକାର ବୁଲୁଛନ୍ତି କିନ୍ତୁ ଅନ୍ୟ ରାଜ୍ୟରୁ ଆଣି ଯୁବକଙ୍କୁ ନିଯୁକ୍ତି ଦିଆଯାଉଛି ।ଭଦ୍ରକ ଜିଲ୍ଲାର ଭିତ୍ତିଭୂମି ନଷ୍ଟ ହେଉଛି ଓ ପ୍ରଦୂଷଣ ହେଉଛି ଯାହାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜିଲ୍ଲାବାସୀ ତଥା ଧାମରାବାସୀ ଏହାର ଶିକାର ହେଉଛନ୍ତି l ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଯୁବକଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ CEO ଧାମରା ,ଜିଲ୍ଲାପାଳ ଓ ଭଦ୍ରକ ଆରକ୍ଷୀ ଅଧିକାରୀଙ୍କୁ ଏହା ବିଷୟରେ ଅବଗତ କରାଯାଇଛି | ଯଦି ଏହାର କୌଣସି ସମାଧାନ ନହୁଏ ଛାତ୍ର କଂଗ୍ରେସ ଓ ଯୁବକଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ ।

Leave a Reply

Your email address will not be published. Required fields are marked *