ବିଦ୍ୟୁତ କରେଣ୍ଟ ଦେଇ ଷଣ୍ଢକୁ ମାରିବା ଅଭିଯୋଗ

ଭଦ୍ରକ, ୩୧/୭ – ହିନ୍ଦୁ ଧର୍ମରେ ଷଣ୍ଢକୁ ମହାଦେବ ବାହନ ଯୋଗୁଁ ପୂଜାର୍ଚ୍ଚନା କରାଯାଇଥାଏ ମାତ୍ର ଏହି ଷଣ୍ଢକୁ ବିଦ୍ୟୁତ୍ କରେଷ୍ଟ ଦେଇ ମାରିି ଦେବା ଘଟଣା ସଂପର୍କରେ ଆଗରପଡ଼ା ଥାନାରେ ଅଭିଯୋଗ ହୋଇଛି । ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ଗଣ୍ଡକୋରା ଗ୍ରାମର ଏକ ଷଣ୍ଢକୁ କିଛି ଲୋକ ବିଦ୍ୟୁତ୍ କରେଣ୍ଟ ଦେଇ ମାରି ଦେଇଥିବାରୁ ଭଗତସେନା ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *