ଆଶୁତୋଷ ମୃତ୍ୟୁ ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ
ଆଶୁତୋଷ ମୃତ୍ୟୁ ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ l ବ୍ରହ୍ମପୁରରେ MV କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ ହେବ ବୋଲି କହିଲେ ବ୍ରହ୍ମପୁର SP…….ସେଥିପାଇଁ ସମସ୍ତ ବିଭାଗକୁ ଅନୁରୋଧ କରାଯାଇଛି……ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦିଷ୍ଟ ନିୟମ ରହିଛି…….ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ବ୍ରହ୍ମପୁର SPଘଟଣାସ୍ଥଳରୁ ସାଇଣ୍ଟିଫିକ୍ ପ୍ରମାଣ, ଲୋକଙ୍କ ବୟାନ ସଂଗ୍ରହ କରିଛୁ…….ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଛୁ କହିଲେ SP……
