ଜ୍ୟୋତିଷ ବିଶାରଦଙ୍କ ସ୍ମୃତିଚାରଣ ସଭା
ବନ୍ତ,୧୩/୮:ଆଗରପଡ଼ା ନିକଟସ୍ଥ ନାଲଗରା ଗ୍ରାମବାସୀ ତଥା ବିଶିଷ୍ଟ ଜ୍ୟୋତିଷ ବିଶାରଦ ନଗେନ୍ଦ୍ର ନାୟକଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଶିକ୍ଷାବିତ୍ ରଥ ବେହେରା,ସୁ ସାହିତ୍ୟିକ ହରିହର ପାଣିଗ୍ରାହୀ,ନବ କିଶୋର ପଣ୍ଡା,ସୁଦର୍ଶନ ପାଢୀ,ବଂଶୀଧର ମହାପାତ୍ର,ପଦ୍ମଲୋଚନ ପଣ୍ଡା,ସୁବୋଧ ସାହୁ,ଗଣେଶ ପ୍ରସାଦ ରାଉଳ,ପ୍ରଶାନ୍ତ ନାୟକ,ପ୍ରଶାନ୍ତ ରାଉଳ,ବାବାଜୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଶିକ୍ଷାବିତ୍ ନରେନ୍ଦ୍ର ଚୌଧୁରୀ ସଭାପତିତ୍ୱ ଓ ଆବାହକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
