ଚାନ୍ଦବାଲି ବ୍ଲକ ମୌସୁଧା ଫଚାୟତ ସିଙ୍ଗିଟି ଗାଁରେ ପୋଖରୀରେ ବୁଡ଼ିଯାଇ ଶିଶୁ ପୁତ୍ର ମୃତ
ଚାନ୍ଦବାଲି ବ୍ଲକ ମୌସୁଧା ଫଚାୟତ ସିଙ୍ଗିଟି ଗାଁରେ ଜଣେ ୧ ବର୍ଷର ଶିଶୁ ପୁତ୍ର ପୋଖରୀରେ ବୁଡ଼ି ଯାଇ ମୃତ୍ୟୁ ହୋଇ ହୋଇଛି , ଶିଶୁଟି ଗାଁରେ ଖେଳୁଥିବା ସମୟରେ ପୋଖରୀରେ ପଡ଼ିଯାଇଥିଲା , ପରିବାର ଲେକେ ଖୋଜାଖୋଜି କରିବା ପରେ ପୋଖରୀ ମଧ୍ୟରୁ ଉଦ୍ଧାର କରି ତାକୁ ୧୦୮ ଗାଡ଼ିରେ ଆଣି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ଶିଶୁ ଟିକୁ ମୃତ ଘୋଷଣା କରିଛନ୍ତି ।ମୃତ ଶିଶୁ ଜଣକ ହେଉଛନ୍ତି ରାମଚନ୍ଦ୍ର ନାୟକଙ୍କ ପୁଅ ଦିବଂଶୁ ନାୟକ ବୋଲି ସୂଚନା ମିଳିଛି।
ରିପୋର୍ଟ :-ପୁନିଲ କୁମାର ସାମନ୍ତ,
