ଭାରତୀୟ ଜନତା ପାର୍ଟି ଭଦ୍ରକ ବିଧାନସଭା ତରଫରୁ ନବମତ ଦାତା ସମ୍ମିଳନୀର ଆୟୋଜନ କରାଯାଇଅଛି

ଆଜି ଜାତୀୟ ଭୋଟର ଦିବସ ଅବସରରେ ରାଷ୍ଟ୍ର ଗଠନ ନିମନ୍ତେ ନବ ମତଦାତା ସମ୍ମିଳନୀ ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତ ଅନ୍ତର୍ଗତ ସାଇଜ୍ୟୋତି କ୍ରିକେଟ ପଡିଆ ଠାରେ ହଜାର ହଜାର ନବ ମତଦାତାଙ୍କ ସହ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଆପଣ ମାନଙ୍କ ସେବକ ଶ୍ରୀ ହେମନ୍ତ ପାଢ଼ୀ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ଆସି ଯୋଗଦେଇଥିଲେ ।। ଏଥିରେ ମା ଭଦ୍ରକାଳୀ ମଣ୍ଡଳ ର ଯୁବମୋର୍ଚ୍ଚା ସଭାପତି ରବୀନ୍ଦ୍ର ଜେନା, ମଣ୍ଡଳ ସଭାପତି ଗଦାଧର ଖାମୁରାଇ, ମା ସାତଭଉଣୀ ମଣ୍ଡଳ ସଭାପତି ଆଦିକନ୍ଦ ନାୟକ,ମଣ୍ଡଳ ସାଧାରଣ ସମ୍ପାଦକ ଅଜୟ ପଲାଇ , ବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ନରହରି ସାହୁ ଏବଂ ମଞ୍ଚ କୁ ପରିଚାଳନା କରୁଥିଲେ ବଡ଼ ଭାଇ ଅନୀଲ ବେହେରା ଏବଂ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।।

Leave a Reply

Your email address will not be published. Required fields are marked *