ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କ ସମ୍ବର୍ଦ୍ଧନା ଓ କର୍ମୀସମ୍ମିଳନୀ କାର୍ଯ୍ୟକ୍ରମ

**ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ପାଣିପାଗର ବାତ୍ୟା ଉଗ୍ରରୂପ ନେଉଥିବା ବେଳେ ବିଭିନ୍ନ ଦଳର ନିର୍ବାଚନ ପ୍ରଚାର ମଧ୍ୟସେତେ ଜୋରଦାର ହେବାରେ ଲାଗିଛି । କୋରେଇ ନିର୍ବାଚନ ମଣ୍ଡଳୀରେ ସାଲିସ ବିହିନ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ଗଡ଼ ଭାବେ ପରିଚିତ କରଦା, ମୁଳାପାଳ ଓ ପଥରପଦା ପଂଚାୟତ ଅଂଚଳରେ ବିଜେଡିର ପ୍ରଚାର ଅଭିଯାନ ଜୋରଦାର ହୋଇଛି l

ଏହି ସଭାରେ ମୁଖ୍ୟ ଅତିଥି ସମ୍ମାନୀୟା ସନ୍ଧ୍ୟାରାଣୀଙ୍କ ପାଇଁ ବିଶାଳ ସ୍ବାଗତ ଶୋଭାଯାତ୍ରା ରାଲିର ଆୟୋଜନ କରାଯାଉଛି l ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଅଂଚଳରେ ଏକ ବଡଧରଣର ବିକାଶ ଧାରା ବହିବ ବୋଲି ପ୍ରତିଶୃତି ଦେବା ସହ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ପ୍ରାର୍ଥନୀଙ୍କୁ ଆଶ୍ରୀର୍ବାଦ କରିବା ସହ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରୁଛନ୍ତି l ଏହି କାର୍ଯ୍ୟକ୍ରମରେ ଜନସାଧାରଣ ମାନଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *