ପୋଲିସ ଅଧିକାରିଣୀ କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
ପୋଲିସ ଅଧିକାରିଣୀ କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ରଘୁନାଥପୁର, -ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ଥାନା କାର୍ଯ୍ୟରତ ସବନିସ୍ପେଟର ରିତାଞ୍ଜଳୀ ନାୟକ, କୁ ରାଜ୍ୟ ସରକାର କ ଗୃହ ବିଭାଗ ତରଫରୁ ଶ୍ରୀମତୀ ନାୟକଙ୍କୁ ପ୍ରାୟ ଦିନ ହେବ ତାଙ୍କୁ ଇନିସ୍ପେଟର ଭାବେ ପଦୋନ୍ୱିତ ଦିୟା ଯାଇଛି,!ଏହି ଥାନାରୁ ସେ ପଦୋନ୍ୱିତ ପାଇ ସ୍ପେସିଆଲ ବ୍ରାଞ୍ଚକୁ ପଠା ଯାଇଛି, ଏହି ପରି ପେଖେରେ ରଘୁନାଥପୁର ଭାରତୀୟ ଜନତା ପାଟି ର କାର୍ଯ୍ୟ ରତ କାର୍ଯ୍ୟ କର୍ତା ମାନେ ତାଙ୍କୁ ସମ୍ଭଦିତ କରି ଥିଲେ !ଏଥିରେ ଜଗତସିଂହପୁର ସାଂସଦ ସ୍ୱାସ୍ଥ ବିଭାଗ, ଜିଲ୍ଲା ନୋମିନି ପ୍ରଭଞ୍ଜନ ମଲ୍ଲିକ, ପୃବତନ ଜିଲ୍ଲା ପରିଷଦ ମେମ୍ବର ଅଶୋକ ମହାରଣା, ଜିଲ୍ଲା ଉପସଭାପତି ସତ୍ୟବ୍ରତ ପଣ୍ଡା, ପ୍ରଭାତ ପଣ୍ଡା, ନିର୍ମଳ ସ୍ୱାଇଁ, ସୁକାନ୍ତ ସ୍ୱାଇଁ, ଅଶୋକ ନାୟକ, ଶୁଭ୍ରାଂଶୁ ଜେନା, ଗୌରାଙ୍ଗ ସେନାପତି, ଦୀପ୍ତି ରଞ୍ଜନ ସାହୁ, ଗଣେଶ ସାହୁ, ଜ୍ଞାନ ରଞ୍ଜନ ସ୍ୱାଇଁ, ସମେତ ବହୁ କର୍ମକର୍ତା ପୁଷ୍ପ ଗୁଚ୍ଛ ଦେଇ ସମ୍ଭର୍ଦିତ କରିଥିଲେ l
