ଟେକ୍ନୋ ସ୍କୁଲ୍‌ କ୍ୟାମ୍ପ୍‌ସ୍‌ରେ CBI ରେଡ୍‌

ଟେକ୍ନୋ ସ୍କୁଲ୍‌ କ୍ୟାମ୍ପ୍‌ସ୍‌ରେ CBI ରେଡ୍‌-ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌-ଦ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ ୨୦ ଜଣିଆ CBI ଟିମ୍‌ର ଛାନଭିନ୍‌-ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ତଥ୍ୟ ପ୍ରମାଣ ପରେ CBI ପକ୍ଷରୁ ରେଡ୍-ଯେଉଁଠି ନିର୍ଦ୍ଧିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଥିଲା ପରୀକ୍ଷା ବ୍ୟବସ୍ଥା-ପ୍ରାଥମିକ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିସାରିଛି CBI-୧୭ ଅଭିଯୁକ୍ତଙ୍କ ନାଁରେ ତଥ୍ୟ ପ୍ରମାଣ କୋର୍ଟଙ୍କୁ ଦେଇଛି CBI

Leave a Reply

Your email address will not be published. Required fields are marked *