ଭୀମସେନଙ୍କ_ପାଇଁ_ଚନ୍ଦ୍ରିକାଙ୍କ_ମୃତ୍ୟୁ

ଭୀମସେନଙ୍କ_ପାଇଁ_ଚନ୍ଦ୍ରିକାଙ୍କ_ମୃତ୍ୟୁ- ଡିସିପି-କଟକ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିସିପିଙ୍କ ପ୍ରତିକ୍ରିୟା-ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି-ଲାପଟପ୍‌, ଟାବଲେଟ୍ ଜବତ ହୋଇଛି,ହ୍ବାଟସ୍ ଆପ୍ ତଥ୍ୟ ବି ମିଳିଛି-ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ୍ କରିଥିଲେ,କିନ୍ତୁ ସେ ଫୋନ୍‌ ଉଠାଇ ନଥିଲେ-ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା କଲ୍ କରିଥିଲେ,କିନ୍ତୁ ତାହା ବି ଉଠାଇ ନଥିଲେ-ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ

Leave a Reply

Your email address will not be published. Required fields are marked *