ଟ୍ରେନ୍_ଚଳାଚଳ_ସମୟ_ପରିବର୍ତ୍ତନ
#ଟ୍ରେନ୍_ଚଳାଚଳ_ସମୟ_ପରିବର୍ତ୍ତନ-ବାତ୍ୟା ଆଲର୍ଟ ହେତୁ ୨୦ ତାରିଖ ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ-ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ ସାଢେ ୫ ଘଣ୍ଟା ବିଳମ୍ବ-ପଲାସା-କଟକ ମେମୁ ଟ୍ରେନ୍ ୫ ଘଣ୍ଟା ବିଳମ୍ବରେ ଚଳାଚଳ କରିବ-ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ସାଢେ ୩ ଘଣ୍ଟା ବିଳମ୍ବ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ ସାଢେ ୩ ଘଣ୍ଟା ବିଳମ୍ବଗୁଣୁପୁର-କଟକ ମେମୁ ଟ୍ରେନ୍ ସାଢେ ୩ ଘଣ୍ଟା ବିଳମ୍ବରେ ଚାଲିବ-ଭୁବନେଶ୍ୱର ନ୍ୟୁ-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ ୨ ଘଣ୍ଟା ବିଳମ୍ବ-ଶାଲିମାର-ଚର୍ଲାପଲ୍ଲୀ ଏକ୍ସପ୍ରେସ୍ ୧ ଘଣ୍ଟା ବିଳମ୍ବରେ ଚଳାଚଳ କରିବ l
