ନିତିନ_ନବୀନଙ୍କୁ_ଭେଟିଲେ ମୁଖ୍ୟମନ୍ତ୍ରୀ

ନିତିନ_ନବୀନଙ୍କୁ_ଭେଟିଲେ_ମୁଖ୍ୟମନ୍ତ୍ରୀ-ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ-ସୋସିଆଲ୍‌ ମିଡିଆ ‘X’ରେ ଫଟୋ ପୋଷ୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ-ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ଆଲୋଚନା-ପ୍ରଧାନମନ୍ତ୍ରୀଙ୍କ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ସଂକଳ୍ପ ସାକାର ଲକ୍ଷ୍ୟ

Leave a Reply

Your email address will not be published. Required fields are marked *